Текст песни Mohammad Aziz - Kulanandana

  • Исполнитель: Mohammad Aziz
  • Название песни: Kulanandana
  • Дата добавления: 02.02.2026 | 19:22:34
  • Просмотров: 2
  • 0 чел. считают текст песни верным
  • 0 чел. считают текст песни неверным

Текст песни

ଆରେ ମୋ ମଣି କାଂଚନ ଆରେ ମୋ କୁଳ ନନ୍ଦନ
ଆରେ ମୋ ମଣି କାଂଚନ ଆରେ ମୋ କୁଳ ନନ୍ଦନ ।
ଆରେ ମୋ ହୃଦ ଚନ୍ଦନ ତୋ ବିନା ନାହିଁ ସପନ
ତୁ ମୋର ମୁଁ ତୋର ତୋ କୋଳରେ ଯାଉ ଜୀବନ ।
ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ
ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ ।
ପକ୍ଷୀ ସିନା ଯାଏ ଉଡି ରେ ସଂଞ ହେଲେ ଆସେ ଫେରିରେ
ପ୍ରାଣ ପକ୍ଷୀ ଗେ ଉଡି ଫେରେ ନାହିଁ ରେ ।
ପକ୍ଷୀ ସିନା ଯାଏ ଉଡି ରେ ସଂଞ ହେଲେ ଆସେ ଫେରିରେ
ପ୍ରାଣ ପକ୍ଷୀ ଗେ ଉଡି ଫେରେ ନାହିଁ ରେ ।
ଆରେ ମୋ ମନ ମୋହନ ଆରେ ମୋ ଜୀବ ଜୀବନ
ଆରେ ମୋ ହୃଦ ଚନ୍ଦନ ,ତୋ ବିନା ନାହିଁ ସପନ ।
ତୁ ମୋର ମୁଁ ତୋର ତୋ କୋଳରେ ଯାଉ ଜୀବନ
ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ
ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ ।
ଏ ଦୁନିଆ ଦିଶେ ସୁନ୍ଦର କେତେବେଳେ ପାଂଚେ ପନ୍ଦର
ତୁ ଏକା ସାଖୀ ମୋର ହସ ଲୁହର .....(୨)
ଆରେ ମୋ ବଂଶୀ ବଦନ ଆରେ ମୋ ରାଧା ରତନ
ଆରେ ମୋ ହୃଦ ଚନ୍ଦନ ତୋ ବିନା ନାହିଁ ସପନ ।
ତୁ ମୋର ମୁଁ ତୋର ତୋ କୋଳରେ ଯାଉ ଜୀବନ
ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ
ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ ।ା

Перевод песни

О, мой драгоценный камень, о, моя семья, моя любовь
О, мой драгоценный камень, о, моя семья, моя любовь.
О, мое сердце, мой сандал, без тебя у меня нет мечт.
Ты моя, я живу в твоих объятиях.
Ты моя новая челюсть, ты моя новая челюсть.
Ты моя новая челюсть, ты моя новая челюсть.
Птица летит и возвращается, если ее коснуться, душа не улетает.
Птица летит и возвращается, если ее коснуться, душа не улетает.
О, мой разум, моя любовь, моя жизнь.
О, мое сердце, мой сандал, без тебя у меня нет мечт.
Ты моя, я живу в твоих объятиях.
Ты моя новая челюсть, ты моя новая челюсть, ты моя новая челюсть.
Этот мир кажется прекрасным, когда ему пять или пятнадцать лет.
Ты единственный друг моей улыбки и слез… (2)
О, мое лицо-флейта, о, моя любовь, о, мое сердце, без тебя нет мечты.

О, мое лицо-флейта, о, моя любовь, о, мое сердце, без тебя нет мечты.
Ты моя, я живу свою жизнь в твоих объятиях.
Ты моя новая челюсть, ты моя новая челюсть.
Ты моя новая челюсть, ты моя новая челюсть.

Смотрите также:

Все тексты Mohammad Aziz >>>